ବାରବାଟୀରେ ଭାରତ 6 ଉଇକେଟରେ 148 ରନ କରିଛି l ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 148 ସ୍କୋର କରିଥିବା ବେଳେ ମ୍ୟାଚ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା ଆଗରେ ଟାର୍ଗେଟ 149 ରହିଛି. I ବ୍ୟାଟିଂ ଆରମ୍ଭରୁ ଭାରତକୁ ଉଇକେଟ ବିପର୍ଯୟର ସମ୍ମୁଖୀନ ହେବାକୁ ପଡିଥିଲା I ମାତ୍ର ଏକ ରନ କରି ଗାଇକୱାର୍ଡଙ୍କୁ ଆଉଟ ହେବାକୁ ପଡିଥିଲା I ଲଗାତାର ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତ 20 ଓଭର ରେ 6 ଉଇକେଟ ହରାଇ 148 ରନ କରିଥିଲା I

LEAVE A REPLY

Please enter your comment!
Please enter your name here