ଆହୁରି କଠୋର ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ । କେନ୍ଦ୍ରକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତ୍ୟଧିକ ଦୁର୍ନୀତିଗ୍ରସ୍ତ ଯୋଗୁଁ ସୁପାରିଶ କରାଯାଇଛି ।ତ୍ତବର୍ତ୍ତମାନ ଗିରଫ ହୋଇ ଜେଲରେ ଅଛନ୍ତି ଆଇଏଫଏସ ଅଭୟକାନ୍ତ ପାଠକ ।