ରାଜ୍ୟରେ ପ୍ରଥମେ କରୋନା ଯୋଦ୍ଧା ପାଇବେ ମାଗଣା ଟିକା । ମାଗଣା ଟିକା ମିଳିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସୂଚନା । ରାଜ୍ୟରେ ୩ଟି ପର୍ଯ୍ୟାୟଭୁକ୍ତ ବ୍ୟକ୍ତିବିଶେଷଙ୍କୁ ମାଗଣା ଟିକା ମିଳିବ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଆଦି ଯୋଦ୍ଧାଙ୍କୁ ମିଳିବ ମାଗଣା ଟିକା । ପୌର , ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀ ଏବଂ ବୟସ୍କଙ୍କୁ ବି ମିଳିବ ମାଗଣା ଟିକା । ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦିଆଯିବାକୁ କେନ୍ଦ୍ରର ଯୋଜନା । ଜାନୁଆରୀ ଭିତରେ ଟିକାକରଣ ଆରମ୍ଭ ହେବ ବୋଲି ଆଶା ରହିଛି ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ ।

LEAVE A REPLY

Please enter your comment!
Please enter your name here