ଘଟଣାକୁ ୨୨ ଦିନ ପୁରିଗଲାଣି । ହେଲେ ପୋଲିସ ହାତ ଖାଲି । ଖାଲି ନାମକୁ ମାତ୍ର ତଦନ୍ତ । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଏଯାଏଁ ପୋଲିସ କାହାକୁ ଗିରଫ କରିନାହିଁ । ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣା । ଆଜି ବିଦ୍ୟାଭାରତୀଙ୍କ ଘରେ ପହଁଞ୍ଚି ଛି ପୋଲିସ ଟିମ୍ । ପ୍ରଥମେ ପାରଳାଖେମୁଣ୍ଡିର ୪ ଜଣିଆ ପୋଲିସ ଟିମ୍ କପ୍ତିପଦା ଥାନାରେ ପହଁଞ୍ଚିଥିଲା । ଏହାପରେ ଟିମ୍ ବିଦ୍ୟାଭାରତୀଙ୍କ ଘରକୁ ଯାଇଛି । ସେପଟେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ।

LEAVE A REPLY

Please enter your comment!
Please enter your name here