ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସ ରୁପେ ପାଳନ କରାଯାଇଛି । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନିମାପଡା ଏବଂ କାକଟପୁରର ଶିକ୍ଷା ବିକାଶ ଅଧିନରେ ଥିବା ୧୨ଟି ଶରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରଛାତ୍ରୀ ମାନେ ଯୋଗ ଦିବସ ପାଳନ କରିଛନ୍ତି । ଏହି ଅବସରରେ ପ୍ରାୟ ୭୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଏବଂ ପ୍ରଥମେ ଛାତ୍ରଛାତ୍ରୀ ମାନେ ସୂର୍ଯ୍ୟଙ୍କୁ ନମସ୍କାର କରି ବିଭିନ୍ନ ପ୍ରକାରର ଯୋଗ ମୁଦ୍ରା କରି ଯୋଗ ପ୍ରଦର୍ଶନ କରିଥିଲେ । ଏହି ଯୋଗ ମହୋସôବ କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖରେ ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here