ଗୋଲମୁଣ୍ଡା ଥାନା ଅନ୍ତର୍ଗତ ଖଲିଆକାନି ଠାରେ ଦୁର୍ଘଟଣା । ଗୁରୁବାର ରାତିରେ ଏକ ବୋଲେରୋ ୫ ଜଣଙ୍କୁ ନେଇ ଆସୁଥିବାବେଳେ ଭାରସ୍ୟାମ ହରାଇ ଏକ ଗଛରେ ପିଟି ହୋଇଥିଲା । ଘଟଣା ସ୍ଥଳରେ ଡ୍ରାଇଭରର ମୃତୁ୍ୟ ଘଟିଥିଲା । ତେବେ ଅନ୍ୟ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଗୋଲକୁଣ୍ଡା ଅଗ୍ନିଶମ ବାହିନି ଉଦ୍ଧାର କରିଥିଲେ । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ଗୋଲମୁଣ୍ଡାର ଭାଗ୍ୟ ପଟେଲ ।

LEAVE A REPLY

Please enter your comment!
Please enter your name here