ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ସେମାବାର ଲଗ୍ନ ସ୍ଥିର ହୋଇଛି । ସେପ୍ଟେମ୍ବର ୧୪ରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗିବ । ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ତୁଳା ଲଗ୍ନରେ ଏହି ନବାନ୍ନ ହେବ । ଏଥିପାଇଁ ସମୟ ନିର୍ଘଣ୍ଟ ସେପ୍ଟେମ୍ବର ୧୬ ପୂର୍ବାହ୍ନ ୮ଟା ୧୦ରୁ ୮ଟା ୪୦ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here