ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିିସିପି ବିଜୟ କୁମାର ମଲ୍ଲିକ । ଏସିଏଫ ସୌମ୍ୟ ରଞ୍ଜନଙ୍କ କ୍ୱାର୍ଟର୍ସ ଯାଞ୍ଚ କରାଯାଇଛି । ଘର ଭିତରେ ହିଁ ସୌମ୍ୟ ପୋଡି ହୋଇଛନ୍ତି ବୋଲି କହିଛନ୍ତି ଡିଏସପି । କ୍ୱାର୍ଟର୍ସର ପଛପଟ କବାଟ ପୋଡିଯାଇଛି । ମଶା ନେଟରେ ନିଆଁ ଲାଗିଛି । ପାରିପାଶ୍ୱିର୍କ ସ୍ଥିତିରୁ ଯାହା ଜଣାପଡିଛି , ଘର ଭିତରେ ହିଁ ଘଟଣା ଘଟିଛି ବୋଲି କହିଛନ୍ତି ଡିଏସପି । ସମସ୍ତ କଲ ଡିଟେଲ୍ସ ଯାଞ୍ଚ ଚାଲିଛି ।

LEAVE A REPLY

Please enter your comment!
Please enter your name here