ରାଜ୍ୟରେ ଆଜି ବି ୨୦୦ ପାର୍ କରିଛି କରୋନା ଆକ୍ରାନ୍ତଙ୍କର ସଂଖ୍ୟା । ୨୪ ଘଣ୍ଟାରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା-୩୨, କଟକ-୨୯, ବରଗଡ-୨୪, କଳାହାଣ୍ଡିରୁ ୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଓ ବଲାଙ୍ଗିରରୁ ୧୫ ଲେଖାଏଁ , ସମ୍ବଲପୁରରୁ ୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ଓଡ଼ିଶାରୁ ୨୧୪ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୮୮ ଟି ଲୋକାଲ୍ କେସ୍ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here