ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟଦେଶକୁ କୋଭିଡ୍ ପ୍ରତିଷେଧକ ରପ୍ତାନୀ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ପୁଣେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ ଆଷ୍ଟ୍ରାଜେନିକା ପ୍ରତିଷେଧକ ଟିକାର ରପ୍ତାନୀ ଉପରେ ସାମୟିକ ଭାବେ ରୋକ ଲଗାଇଛନ୍ତି ସରକାର । ଫଳରେ ଆମେରିକା ସମେତ ଅନେକ ରାଷ୍ଟ୍ର ଏବେ ପ୍ରତିଷେଧକ ଟିକା ପାଇବାରୁ ବଞ୍ଚିତ ହେବେ ।

LEAVE A REPLY

Please enter your comment!
Please enter your name here