ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ କୁସୁମବନ୍ଧ ଗାଁରେ ବିରଳ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗାଇ ଏକା ଥରକେ ୩ଟି ବାଛୁରି ଜନ୍ମ ଦେଇଛି । ତିନୋଟି ବାଛୁରି ମଧ୍ୟରୁ ଗୋଟିଏ ବାଛୁରୀର ମୁଣ୍ଡ ନାହିଁ । ଜନ୍ମର ଅଧଘଣ୍ଟା ପରେ ବାଛୁରୀର ମୃତ୍ୟୁ ହୋଇଛି । ଏହି ବିରଳ ଘଟଣା ପ୍ରଚାର ହେବା ପରେ ବାଛୁରୀକୁ ଦେଖିବାକୁ ଗାଁରେ ଭିଡ ଜମିଛି ।

LEAVE A REPLY

Please enter your comment!
Please enter your name here