ଆସନ୍ତା ଜୁନ 26 ତାରିଖରୁ ଆରମ୍ଭ ହେବ ସ୍ପେଶାଲ ଓଜେଇଇ । ଏଥିପାଇଁ ଆସନ୍ତାକାଲି ଠାରୁ ପଂଜିକରଣ ଆରମ୍ଭ ହେବ । ପଂଜିକରଣ ପ୍ରକ୍ରିୟା 8 ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିବର୍ଷ ବର୍ଶକୁ ଦୁଇଥର ଓଜେଇଇ ପରୀକ୍ଷା କରାଯାଉଛି । ଯେଉଁମାନେ ପ୍ରଥମ ଓଜେଇଇ ଦେଇପାରି ନ ଥିଲେ ଅଥବା ପରୀକ୍ଷାରେ ଭଲ ରାଙ୍କ ରଖିପାରିନାହାନ୍ତି, ଦ୍ବିତୀୟ ଓଜେଇଇ ସେମାନଙ୍କ ପାଇଁ ଆଉ ଏକ ସୁଯୋଗ ।

LEAVE A REPLY

Please enter your comment!
Please enter your name here