ଆସନ୍ତା ଜୁଲାଇ ୧୩ ତାରିଖରେ ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷା ଫଳ ବାହାରିବ ବୋଲି ପ୍ରକାଶିତ ସମ୍ବାଦ ସତ୍ୟ ନୁହେଁ । ସେହିପରି ୧୧ ତାରିଖରେ ସିବିଏସଇର ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଖବର ପ୍ରସାରଣ ହୋଇଥିଲା । ତେବେ ଏଭଳି ଖବରର କୌଣସି ସତ୍ୟତା ନାହିଁ ବୋଲି ସିବିଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । କେବେ ପରୀକ୍ଷା ଫଳ ବାହାରିବ, ସେସଂପର୍କରେ ସିବିଏସଇ ପକ୍ଷରୁ ପରେ ଜଣାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here