ବରଗଡ ଜିଲ୍ଲା ଅତାବିରା ଥାନା ହିଲିପାଲି ଗାଁରେ ମର୍ମ୍ମତୁଦ ସଡକ ଦୁର୍ଘଟଣା | ଟ୍ରାକ୍ଟର ଧକ୍କାରେ ଚାଲିଯାଇଛି ନାବାଳକର ଜୀବନ | ମୃତକ ଆୟୁଷ ପ୍ରଧାନ | ଆୟୁଷ ଦଶମ ଶ୍ରେଣୀରେ ପାଠପଢୁଥିବା ବେଳେ ଗାଁରୁ କେନାଲ ଛକକୁ ସଂଯୋଗ କରୁଥିବା ରାସ୍ତା ଦେଇ ଯାଉଥିବା ସମୟରେ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲେ | ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିଛି | ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି |

LEAVE A REPLY

Please enter your comment!
Please enter your name here