ଅସୁସ୍ଥତା କାରଣରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆର୍ଶୀବାଦ ବେହେରା କଟକ ଏସିବିରେ ଭର୍ତି ହେଲେ । ଏବେ କାଜୁଆଲିଟିର ସ୍ୱତନ୍ତ୍ର ୱାର୍ଡ଼ରେ ଅଛନ୍ତି ଆର୍ଶୀବାଦ । ଅର୍ଥତତ୍ତ୍ୱ ମାମଲାରେ ସିବିଆଇ ଦ୍ୱାରା ଗିରଫ ହେଇଥିଲେ ଆର୍ଶୀବାଦ ।

LEAVE A REPLY

Please enter your comment!
Please enter your name here