ଜଣେ କାର୍ଯ୍ୟରତ ଅଧ୍ୟାପକଙ୍କ ନାଁରେ ଆସିଛି ସଂଘିନ ଅଭିଯୋଗ | ଗୁରୁ ଶିଷ୍ୟ ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା । ଜଣେ +3 ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଟକ ରହିଛନ୍ତି ଅଧ୍ୟାପକ | ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ସହିଦ ମେମୋରିଆଲ ଡିଗ୍ରୀ କଲେଜର ଅଧ୍ୟାପକ ଶିବପ୍ରସାଦ କଟୁଆଳ | ଜଣେ +3 ଛାତ୍ରୀ ଅଧ୍ୟାପକଙ୍କ ଦ୍ୱାରା ଅସଧାଚରଣର ଶିକାର ହେବା ନେଇ ଅଭିଯୋଗ କରିବା ପରେ ରାସଗୋବିନ୍ଦପୁରଥାନା ପୋଲିସ ଅଭିଯୋଗକୁ ଭିର୍ତ୍ତି କରି ଏକ ମାମଲା ରୁଜୁ କରି ଅଧ୍ୟାପକଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି ।
ମୟୁରଭଞ୍ଜ ଘାସିରାମ ବେହେରା

LEAVE A REPLY

Please enter your comment!
Please enter your name here