ନିଲାମ ହେବ ରାଜ୍ୟର ୧୬ଟି ଖଣି । ଏଥିରେ ୧୦ଟି ଲୁହାପଥର ଓ ୬ଟି ଅନ୍ୟ ଖଣି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ମାର୍ଚ୍ଚମାସ ସୁଦ୍ଧା ନିଲାମ କାର୍ଯ୍ୟ ସରିବ । ନିଲାମ ପାଇଁ କେନ୍ଦ୍ର ସରକାର ଅନୁମତୀ ଦେବା ପରେ ଖଣି ନିଲାମୀ ଡକାଯିବ । ସେହିପରି ଖଣି ଦୁର୍ନୀତିରେ ଜୋରିମାନା ଦେଇନଥିବା ୬ଟି ଖଣିର ଲିଜ୍ ବାତିଲ ହୋଇଛି । ସୂଚନାଯୋଗ୍ୟ, ୩୧ଟି ଖଣି ଜରିମାନା ଦେବାରେ ଖିଲାପ କରିଛନ୍ତି ।

LEAVE A REPLY

Please enter your comment!
Please enter your name here