ବ୍ୟକ୍ତିଗତ ସଚିବ ଆଇଏଏସ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭାବେ ନିଯୁକ୍ତି ପାଇଛନ୍ତି ପାଣ୍ଡିଆନ । ବର୍ତ୍ତମାନ ବ୍ୟକ୍ତିଗତ ସଚିବ ରହିବା ସହ ଉଚ୍ଚ ଶିକ୍ଷା ପାଇଁ ନବୀନଙ୍କ 5T  ଆକ୍ସନ ପ୍ଲାନର ଦାୟିତ୍ୱ ସମ୍ଭାଳିବେ ପାଣ୍ଡିଆନ । ଏହି 5T ପ୍ଲାନର ଲକ୍ଷ୍ୟ ରହିଛି ଟ୍ରାନ୍ସପେରେନ୍ସି ,ଟିମ ୱାର୍କ, ଟେକ୍ନୋଲୋଜୀ, ଟାଇମ ଓ ଟ୍ରାନ୍ସଫରମେସନ । ଏଥିରେ ସରକାରୀ ସ୍ତରରେ ମୋ କଲେଜ ,ମୋ ସ୍କୁଲ ଭଳି କ୍ୟାମ୍ପେନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ, ଯେଉଁଥିରେ ସ୍କୁଲ କଲେଜର ପୂର୍ବତନ ଛାତ୍ରଛାତ୍ରୀମାନେ ନିଜ ସ୍କୁଲ ଏବଂ କଲେଜରେ ଉନ୍ନତି ଆଣିବା ପାଇଁ ସରକାରଙ୍କୁ ସାହାଯ୍ୟ କରିପାରିବେ ।

LEAVE A REPLY

Please enter your comment!
Please enter your name here