ବଜେଟରେ ଓଡିଶାକୁ ରେଳ ଅନୁଦାନ । ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପାଇଁ ୮୯୧ କୋଟି ଟଙ୍କା ମଞ୍ଜୁର ଆସିଛି । ଅନୁଗୁଳ-ସୁକିନ୍ଦା ରେଳ ଲାଇନ ପାଇଁ ୪୭୫ କୋଟି , ହରିଦାସପୁର-ପାରଦୀପ ଲାଇନ୍ ପାଇଁ ୮୫ କୋଟି ,ଖୋର୍ଦ୍ଧା-ବାରଙ୍ଗ ତୃତୀୟ ରେଳ ଲାଇନ ପାଇଁ ୧୬୪ କୋଟି । ତାଳଚେର-ବିମଳାଗଡ ପାଇଁ ୨୫୦ କୋଟି । ଜୟପୁର-ମାଲକାନଗିରି ପାଇଁ ୧୩ କୋଟି ୮୦ ଲକ୍ଷ । ଜୟପୁର-ନବରଙ୍ଗପୁର ପାଇଁ ୮୧ କୋଟି । ନୌପଡା-ଗୁଣପୁର-ଥେରୁବାଲି ପାଇଁ ୧୦ କୋଟି । ସମ୍ବଲପୁର-ଟିଟିଲାଗଡ ପାଇଁ ୭୯ କୋଟି ୫୦ ଲକ୍ଷ । ବାଂଶପାଣୀ-ଦୈତାରୀ-ଟମକା-ଯଖପୁରା ପାଇଁ ୩୦୦ କୋଟି । ସମ୍ବଲପୁର-ତାଳଚେର ପାଇଁ ୧୭୨ କୋଟି ୫୦ ଲକ୍ଷ ।

LEAVE A REPLY

Please enter your comment!
Please enter your name here