ବଦଳିଛନ୍ତି ବିଏମସି କମିଶନର. ଶୁଭମ ସକ୍ସେନାଙ୍କୁ ବିଏମସିର ନୂଆ କମିଶନର ରୂପେ ନିଯୁକ୍ତି ଦିଆଯାଇଛି. 2013 ବ୍ୟାଚ ଆଇଏଏସ ଅଫିସର ଡ. କ୍ରିଶନ କୁମାର ବିଏମସି କମିଶନର ରୂପେ କାର୍ଯ୍ୟ କରୁଥିଲେ. ବର୍ତ୍ତମାନ, ଡିସେମ୍ବର 24 ତାରିଖରେ ଏହି ଦାୟିତ୍ୱ ଶୁଭମ ସକ୍ସେନାଙ୍କୁ ହସ୍ତାନ୍ତର କରାଯିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି. ବାଲିଗୁଡା ସବ-କଲେକ୍ଟର ଭାବେ କାର୍ଯ୍ୟରତ ଶୁଭମଙ୍କୁ ଏବେ ଏହି ନୂଆ ଦାୟିତ୍ୱ ମିଳିଛି. କ୍ରିଷନ କୁମାର, ବର୍ତ୍ତମାନ ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷର ଭାଇସ-ଚେୟାରମ୍ୟାନ ଥିବାବେଳେ ବିଏମସି କମିଶନର ମଧ୍ୟ ଥିଲେ.

LEAVE A REPLY

Please enter your comment!
Please enter your name here