କଟକକୁ ଘାରିଲାଣି ଡେଙ୍ଗୁ ଚିନ୍ତା । କଟକକୁ ମଶା ଦାଉରୁ ରକ୍ଷା କରିବା ପାଇଁ ବିଜେପି ବିଜେପି କର୍ମୀଙ୍କ ଅଭିନବ ପ୍ରତିବାଦ । ରାସ୍ତା ଉପରେ ମଶାରି ଟାଣି ପ୍ରତିବାଦ କଲେ ବିଜେପି କର୍ପୋରେଟର । ସିଏମସି କାର୍ଯ୍ୟାଳୟ ଆଗରେ ପ୍ଲାକାର୍ଡ ଓ ମଶାବତୀ ଧରି ଆନ୍ଦୋଳନ କରିଛନ୍ତି । ଖୁବଶୀଘ୍ର ମଶା ଉପଦ୍ରବ ଉପରେ ରୋକ ଲଗାଯାଇ ଲୋକଙ୍କୁ ସୁରକ୍ଷା ଦିଆଯାଉ । ନଚେତ୍ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here