ବାପା, ଏମିତି ଏକ ଶବ୍ଦ, ଯାହାର ଉଚ୍ଚାରଣରେ ଭରି ରହିଥାଏ ଅଫୁରନ୍ତ ଶକ୍ତି ଓ ବାପା, ଏମିତି ଏକ ଶବ୍ଦ, ଯାହାର ଅନୁଭବରେ ସାରା ଶରୀରରେ ସଂଚରିଯାଏ ଅନନ୍ୟ ପୁଲକ ଓ ବାପା ପାଖରେ ଥିଲେ ଲାଗେ ମୁଣ୍ଡ ଉପରେ ଆକାଶ ଭଳି ଛାଇ ରହିଛି ସୁରକ୍ଷା କବଚ ଓ ବାପାମାନେ ସବୁବେଳେ ସାହାସୀ, ନିଜ ସନ୍ତାନକୁ ସୁରକ୍ଷା ଦେବା ପାଇଁ ସବୁ ବାପାଙ୍କ ପାଖରେ ଥାଏ ଅସୀମ ବଳ ଓ ଯେତେ ଝଡ ଝଞ୍ଜା ଆସୁ, ଛାତି ଦେଖାଇ ଛିଡା ହୋଇଯାଆନ୍ତି ବାପା ଓ ପାହାଡଠୁ ବଜ୍ର, ଆକାଶଠୁ ବି ବିଶାଳ ହେଉଛନ୍ତି ବାପା ଓ ସବୁ ବାପାମାନେ ହେଉଛନ୍ତି ଇଶ୍ବର ଓ ଯେତେବେଳେ ଯାହା ମାଗିଲେ ମନସ୍କାମନା ପୁରା କରିଦିଅନ୍ତି ବାପା ଓ ବାପା ଯୋଉଠି ବି ଥାନ୍ତୁ, ସବୁବେଳେ ସନ୍ତାନଙ୍କ ଉପରେ ଅଜାଡି ଦିଅନ୍ତି ଆଶୀର୍ବାଦ ଓ ପିତୃଦିବସରେ ସବୁ ବାପାମାନଙ୍କୁ ପ୍ରଣାମ ଓ

LEAVE A REPLY

Please enter your comment!
Please enter your name here