ଓଡିଆ ଡିଜିଟାଲ ଚ୍ୟାନେଲ ‘ତକ୍ଷକ ଟିଭି’ ପକ୍ଷରୁ ରଥଯାତ୍ରା ଅବସରରେ ଆୟୋଜିତ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା ‘ଜଗନ୍ନାଥ ହୋ’ ପାଇଁ ପ୍ରତିଯୋଗୀଙ୍କ ନାମ ପଂଜିକୃତ ହୋଇଛି । ଘରେ ରହି ପ୍ରତିଯୋଗୀମାନେ ଶ୍ରୀଜଗନ୍ନାଥଙ୍କ ଭଜନ ରେକର୍ଡିଂ କରି ଆମ ପାଖକୁ ପଠାଇଛନ୍ତି । ସବଜୁନିୟର ଗ୍ରୁପରେ ନାମ ପଂଜିକୃତ କରିଥିବା ପ୍ରତିଯୋଗୀମାନେ ହେଲେ, ଆଦ୍ୟାଶା ବେଉରା, ଦିବ୍ୟାଂଶୁ ଶେଖର ସାହୁ, ସିଦିଷ୍ଣା ବିନ୍ଧାଣୀ, କ୍ରୀଷ୍ଣା ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ସ୍ବଂୟଜିତା ଜେନା, ଏବଂ ସ୍ନିଗଧା ଶରଣ୍ୟ ସାମଲ । ସେହିପରି ଜୁନିୟର ଗ୍ରୁପରେ ଜେ. ମନୀଷ କୁମାର ପ୍ରଧାନ, ଆଦ୍ୟାଶା ଦାସ, ଆହାନା ସ୍ବାଇଁ, ଆକାଂକ୍ଷା ସାହୁ, ଅର୍ମାନ ରଥ, ଆୟୁଷ୍ମାନ ଚୌଧୁରୀ, ଧୃତିଦୀପା ପାତ୍ର, କ୍ରୀଷ୍ଣା, ମନସ୍ବୀ ମିଶ୍ର, ପୂଣ୍ୟତୋୟା ମାନସିଂହ, ରିଷା ମିଶ୍ର, ରୋହିତ କୁମାର ଦାସ, ରୁଦ୍ରାକ୍ଷୀ ରାଜନନ୍ଦିନୀ ଦାସ, ସନ୍ଧ୍ୟା ସଞ୍ଜିବନୀ ସାମଲ, ସାତ୍ତ୍ବିକ ସମର୍ପଣ, ସତ୍ୟବ୍ରତ ଭୋଳ, ଶ୍ରେୟାଂଶ ଚୌଧୁରୀ, ସ୍ନେହାଶୀଷ ଦାସ, ସୌମ୍ୟାଶ୍ରୀ ମହାନ୍ତି, ସୋନାଲି ମଣ୍ଡଳ, ସୋନମ ପ୍ରିୟଦର୍ଶିନୀ, ତୁହିନା ତରସ୍ବିନୀ, ରିତିଷ୍ଣା ରାୟ, ନିର୍ମଳେନ୍ଦୁ ବେହେରା । ସିନିୟର ଗ୍ରୁପରେ ଭାଗ ନେଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଅଛନ୍ତି ଅର୍ଘ୍ୟଦୀପା ମହାନ୍ତି, ଦୀପା, ଅର୍ପିତା ପ୍ରିୟଦର୍ଶିନୀ, ଅଭିଷେକ ରାୟ, ଦୀପଶିଖା ପତି, ଦୁର୍ଗାଶ୍ରୀ ଷଡଙ୍ଗୀ, ଜୀବନଜ୍ୟୋତି ବରାଳ, ଓମ ପ୍ରକାଶ ରଥ, ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା, ପ୍ରୀତିଛନ୍ଦା ଷଡଙ୍ଗୀ, ପୂଣ୍ୟତା ଦାଶ, ରିଙ୍କୁ ସାହୁ, ସାଗରିକା ସିଂ, ସନ୍ଦିପ କୁମାର ସାହୁ, ସ୍ମରଣିକା ତ୍ରିପାଠୀ, ଶୁଭଲକ୍ଷ୍ମୀ ବେହେରା, ଶୁଭସ୍ମିତା ରଥ, ସ୍ବୟମ ଆର୍ଯ୍ୟମ ବେହେରା । ଫାଇନାଲ ରାଉଣ୍ଡକୁ ଉନ୍ନୀତ ପ୍ରତିଯୋଗୀଙ୍କ ତାଲିକା ତକ୍ଷକଟିଭି ଓ୍ବେବସାଇଟରେ ପ୍ରକାଶ ପାଇବା ସହ ପ୍ରତିଯୋଗୀଙ୍କୁ ଜଣାଇ ଦିଆଯିବ ।

LEAVE A REPLY

Please enter your comment!
Please enter your name here