ଲାଂଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଧରା ପଡିଲେ ଉଦ୍ୟାନ ବିଭାଗର ଆସିଷ୍ଟାଣ୍ଟ ହଟିକଲଚର | ଏନଆରଇଜିଏସ ସ୍କିମରେ ମଷ୍ଟର ରୋଲରେ ବିଲ ପାସ କରିବା ପାଇଁ ୧୮୦୦ ଟଙ୍କା ଲାଂଚ ନେବା ସମୟରେ ଭିଜିଲାନ୍ସ ଲାଜରେ ଛଂଦି ହୋଇଯାଇଥିଲେ | କଟକ ବଡମ୍ବା ବ୍ଲକ ଉଦ୍ୟାନ ବିଭାଗର ଆସିଷ୍ଟାଣ୍ଟ ହଟିକଲଚର ଅଫିସର ଜଗମୋହନ ଦେବତା | ପୂର୍ବରୁ ଖବର ପାଇଁ ଭିଜିଲାନ୍ସ ଅଧିକାରୀ ଜଗି ବସିଥିବା ବେଳେ ଜଗମୋହନ ଲାଂଚ ନେବା ସମୟରେ ତାଙ୍କୁ କାବୁ କରିନେଇଥିଲେ |

LEAVE A REPLY

Please enter your comment!
Please enter your name here