ସମୟ ଯେତିକି ପାଖଉଛି ସେତିକି ବେଗରେ ମାଡି ଆସୁଛି ଭୟଙ୍କର ସାମୂଦ୍ରିକ ଝଡ ଫନି । ପୁରୀଠାରୁ ଆଉ ପ୍ରାୟ ୩୬୦ କିମି ଦୂରରେ ରହିଛି ଫନି । ଆସନ୍ତା କାଲି ଦିନ ୧୦ଟାରୁ ୧୨ଟା ଭିତରେ ଲ୍ୟାଣ୍ଡଫଲ କରିବ ଫନି । ଏହି ସମୟରେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବ । କେତେକ ସ୍ଥାନରେ ଏହା ବେଳେବେଳେ ୨୦୦ କିମି ବେଗରେ ପବନ ବହିବ ବୋଲି କୁହାଯାଉଛି । ସୁଚନାଅନୁସାରେ, ଘଣ୍ଟା ପ୍ରତି ୧୬ କିମି ବେଗରେ ମାଡି ଆସୁଛି । ଲ୍ୟାଣ୍ଡଫଲ ହେବା ନେଇ କୌଣସୀ ନିଦ୍ଧିଷ୍ଟ ସ୍ଥାନ ନିରୂପଣ ହୋଇପାରୁ ନାହିଁ ।

LEAVE A REPLY

Please enter your comment!
Please enter your name here