ଦିଲ୍ଲୀ ପୋଲିସର କନେଷ୍ଟବଳଙ୍କୁ ଗିରଫ କରିଛି ସିବିଆଇ । ଲାଞ୍ଚ ନେବାବେଳେ ଭୁବନେଶ୍ୱରରୁ ବନ୍ଧା ହୋଇଛନ୍ତି ଦିଲ୍ଲୀ ଇଓଡବ୍ଲ୍ୟୁର କନେଷ୍ଟବଳ ଅମିତ ଲାହୁଚା । ଜୈନିକ ବ୍ୟକ୍ତିଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି । ଦିଲ୍ଲୀ ଇଓଡବ୍ଲ୍ୟୁର ଜଣେ ଇନସ୍ପେକ୍ଟରଙ୍କ ନିର୍ଦ୍ଦେଶରେ ସେ ଭୁବନେଶ୍ୱର ଆସିଥିଲେ । ଇଓଡବ୍ଲ୍ୟୁ ଇନସ୍ପେକ୍ଟରଙ୍କ ଦିଲ୍ଲୀ ଘରେ ମଧ୍ୟ ସିବିଆଇ ରେଡ କରୁଛି । ତାଙ୍କ ନିର୍ଦ୍ଦେଶରେ ଭୁବନେଶ୍ୱର ଆସିଥିଲେ କନେଷ୍ଟବଳ ।

LEAVE A REPLY

Please enter your comment!
Please enter your name here