ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ମା’ ପୁଅଙ୍କ ଆତ୍ମାହୁତି ଉଦ୍ୟମ । କିରୋସିନି ଧରି ଆତ୍ମାହୁତି ଉଦ୍ୟମବବେଳେ କାବୁ କରିଛି ପୋଲିସ । ଉଭୟଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖାଯାଇ ପୋଲିସ ବୁଝାସୁଝା କରୁଛି । ମାଟ୍ରିକ ଅଫଲାଇନ୍ ଫର୍ମ ଫିଲଅପକୁ ନେଇ ଉଭୟ ଅସନ୍ତୁଷ୍ଟ ଥିଲେ ମା ଏବଂ ପୁଅ । ସ୍କୁଲ ଫର୍ମ ଫିଲଅପ କରାଇନଥିବାରୁ ଗତକାଲି କ୍ୟାପିଟାଲ ସ୍କୁଲ ଆଗରେ ଧାରଣା ଦେଇଥିଲେ ଉଭୟେ ମା ପୁଅ ।

LEAVE A REPLY

Please enter your comment!
Please enter your name here