ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଏଭଳି ଅଭିଯୋଗ ଆଣିଛନ୍ତି  ନରସିଂହପୁର ନିଜିଗଡ ମା ପ୍ରଗଳା  ମହାସଂଘର କର୍ମକର୍ତ୍ତା । କର୍ମକର୍ତ୍ତାମାନେ କାର୍ଯ୍ୟାଳୟକୁ ଯାଇଥିବାବେଳେ ଅରୁଣ ସିଂ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି ।  ସୂଚନା ଅନୁସାରେ  ଜ୍ୟୋସ୍ନାରାଣିଙ୍କ ଘରେ ମହିଳା ଗୋଷ୍ଠୀ କାର୍ଯ୍ୟାଳୟ ଚାଲୁଥିବାବେଳେ ଅର୍ଥ ହେରଫେର ସମ୍ପର୍କରେ କର୍ମକର୍ତ୍ତାମାନେ  ପଚାରିବାକୁ ଯାଇଥିଲେ । ସେଠାରେ ଜନୈକା କାର୍ଯ୍ୟକର୍ତ୍ତାଙ୍କ ସ୍ୱାମୀ ଅରୁଣ ସିଂ ଏବଂ ମହିଳା ସଦସ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି । ଅରୁଣ ସିଂଙ୍କୁ ଗିରଫ ଦାବିରେ ଅଡି ବସିଛନ୍ତି ଗୋଷ୍ଠିର କର୍ମକର୍ତ୍ତା ।

LEAVE A REPLY

Please enter your comment!
Please enter your name here