ମହିଳା କନଷ୍ଟେବଳଙ୍କୁ ଦୁଷ୍କର୍ମ କରି ଫାଣ୍ଡି ଅଧିକାରୀ ଗିରଫ I ସେ ପୁଣି ବାତ୍ୟା ସମୟରେ I ବାଲେଶ୍ବର ଜିଲ୍ଲା ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନଙ୍କ ନାଁରେ ଆସିଛି ଏମିତି ଅଭିଯ଼ୋଗ I ବାତ୍ୟା ଡ୍ୟୁଟିରେ ଜନୈକା ମହିଳା କନଷ୍ଟେବଳଙ୍କୁ ସେ ଦୁଷ୍କର୍ମ କରିଥିବା ନେଇ ଟାଉନ ଥାନାରେ ଏତଲା ହେବା ପରେ ତାଙ୍କୁ ଗିରଫ କରାଯ଼ାଇଛି I

LEAVE A REPLY

Please enter your comment!
Please enter your name here