ଆରବ ସାଗର ଆଡି ପୂର୍ବ ଭାରତ ଆଡକୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବା ଯୋଗୁ ଓ ଏକ ଅପର ଏୟାର ଟ୍ରଫ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ମାର୍ଚ୍ଚ 13ରୁ ଓଡିଶାରେ ଦିନ ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି । କେତେକ ସ୍ଥାନରେ ତାପମାତ୍ରା 37 ରୁ 39 ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ । ବର୍ତ୍ତମାନ ଉପକୂଳ ଓଡିଶାରେ ତାପମାତ୍ରା 33ରୁ 35 ଡିଗ୍ରୀ ସେଲସିୟସ ଓ ଆଭ୍ୟନ୍ତରିଣ ଜିଲ୍ଲାଗୁଡିକରେ 35 ରୁ 37 ଡିଗ୍ରୀ ସେଲସିୟସ ରହିଛି ।

LEAVE A REPLY

Please enter your comment!
Please enter your name here