ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି ଥିବାବେଳେ କିନ୍ତୁ ଏଭଳି ସମୟରେ ବାଲେଶ୍ୱରରେ ସାମ୍ନାକୁ ଆସିଛି ଏକ ମଜାଦାର ଖବର । ସହରରେ ଏକ ମୋବାଇଲ ଫୋନ ଦୋକାନୀ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦେଉଛନ୍ତି ପିଅ୍ଧକ୍ସ ଅଫର । ବାଲେଶ୍ୱର ସିନେମା ଛକ ନିକଟରେ ଥିବା ଏହି ଦୋକାନରୁ ଯିଏ ଦଶ ହଜାର ଟଙ୍କା ଉପରେ ମୋବାଇଲ କିଣିବେ ତାଙ୍କୁ ମିଳିବ ଗୋଟିଏ କେଜି ପିଆଜ ଫ୍ରି । ୨୦ ହଜାର କିମ୍ବା ତାଠାରୁ ଅଧିକ ମୂଲ୍ୟର ମୋବାଇଲ କିଣିଲେ ଦୁଇରୁ ୫ କେଜି ପର୍ଯ୍ୟନ୍ତ ପିଆଜ ମାଗଣା ପାଇପାରିବେ ।

LEAVE A REPLY

Please enter your comment!
Please enter your name here