ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡିଲା ବଳି । ବଡଖଳା ଓ ସାନଖଳାରେ ମାନସିକଧାରୀ ପକାଇଲେ ବଳି । ବିଳମ୍ବିତ ରାତିରେ ନୀତିପୂଜା ଶେଷ ପରେ ସକାଳୁ ବଳି ପଡିଛି । ପ୍ରଶାସନ ପକ୍ଷରୁ ସୁରକ୍ଷା କଡାକଡି । ସବୁ ଦୋକାନ ବଜାର ବନ୍ଦ ରହିଛି ।

LEAVE A REPLY

Please enter your comment!
Please enter your name here