ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ । ତାଣ୍ଡବ ରଚିଛି ୬ ଦଶମିକ ୫ ତୀବ୍ରତାର ଭୂକମ୍ପ । ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ଆଗକୁ ବଢିବ ବୋଲି ଆକଳନ କରାଯାଉଛି । ଭୂକମ୍ପରେ ଶତାଧିକ ଆହତ ହୋଇଛନ୍ତି । ବଡ ବଡ ଅଟ୍ଟାଳିକା ଚୁରମାର ହୋଇଛି, ମାଟିରେ ମିଶିଛି ଅନେକ ଘର । ଧ୍ୱଂସସ୍ତୁପ ତଳୁ ଚାଲିଛି ଉଦ୍ଧାର ଅଭିଯାନ ।

LEAVE A REPLY

Please enter your comment!
Please enter your name here