ରଜରେ ଓଡିଶା ଛୁଇଁବ ମୌସୁମୀ । ୪ରୁ ୫ ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ଆକଳନ କରାଯାଇଥିଲା କି ୧୦ରୁ ୧୨ ତାରିଖ ଭିତରେ ମୌସୁମୀ ଛୁଇଁପାରେ ।

LEAVE A REPLY

Please enter your comment!
Please enter your name here