ରାଜଧାନୀରେ ଜୁନିୟର ବଚନ । ଭୁବନେଶ୍ୱରରେ ପହଁଞ୍ଚିଛନ୍ତି ବଲିଉଡ ଷ୍ଟାର ଅଭିଷେକ ବଚନ । ସୁପର କପ ଫୁଟବଲ ଫାଇନାଲରେ ସେ ଯୋଗଦେବେ । ଚେନ୍ନାଇ ଏଫ.ସି ର ମାଲିକ ହେଉଛନ୍ତି ଅଭିଷେକ । ତାଙ୍କ ଟିମ୍ ଇଣ୍ଡିଆନ ସୁପର ଲିଗ୍ ର ଫାଇନାଲକୁ ପ୍ରବେଶ କରିଛି । ତେଣୁ ସେ ତାଙ୍କ ଦଳକୁ ସମର୍ଥନ କରିବାକୁ ଆସିଛନ୍ତି । ଆଜି କଳିଙ୍ଗ ଷ୍ଟାଡିୟମରେ ହେବ ଫାଇନାଲ ମ୍ୟାଚ । ଭୁବନେଶ୍ୱରରେ ପହଁଞ୍ଚିବା ପରେ ଭୋଟରଙ୍କୁ ମତଦାନ ପାଇଁ ସେ ସଚେତନ କରିଛନ୍ତି । ଘରୁ ବାହାରି ସମସ୍ତେ ଭୋଟ ଦେବାକୁ ନିବେଦନ କରିଛନ୍ତି ଅଭିଷେକ ।

LEAVE A REPLY

Please enter your comment!
Please enter your name here