ଗୁରୁତର ଅବସ୍ଥାରେ ସିଆରପିଏଫ ଯବାନ ଉଦ୍ଧାର । କୋଟଗଡ ଶ୍ରୀରାମପୁର ଅଷ୍ଟମ ବାଟାଲିଅନ ଯବାନ ଗୁରୁତର ହୋଇଛନ୍ତି । ଯବାନଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । କୋଟଗଡ ଜଙ୍ଗଲରେ ସିଆରପିଏଫ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ହୋଇଥିବା ସୁଚନା ମିଳିଛି । ଯବାନଙ୍କ ଚିକିତ୍ସା ପାଇଁ ବାଲିଗୁଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here