ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ଏଲପିଜି ଘରୋଇ ଗ୍ୟାସ ସିଲିଣ୍ଡର ଦରରେ ୫୦ ଟଙ୍କା ବୃଦ୍ଧି । ଭୁବନେଶ୍ୱରରେ ଘରୋଇ ଗ୍ୟାସ ସିଲିଣ୍ଡର ପିଛା ଦେବାକୁ ପଡିବ ୧୦୨୬ ଟଙ୍କା । ବାରମ୍ବାର ଦର ବଢୁଥିବାରୁ କେମିତି ଚାଲିବ ପରିବାର ତାକୁ ନେଇ ଚିନ୍ତାରେ ଖାଉଟି । ଏହାସହ ଦର ବୃଦ୍ଧିକୁ ନେଇ ବଢିଲାଣି ଅସନ୍ତୋଷ । ଏହାପୂର୍ବରୁ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦର ବଢାଇଥିଲେ ତୈଳ କମ୍ପାନୀ । ୧୯ କେଜି କର୍ମସିଆଲ ସିଲିଣ୍ଡର ଦର ୧୦୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା ।

LEAVE A REPLY

Please enter your comment!
Please enter your name here