ଆସନ୍ତା ୩ ଅର୍ଥାତ ସୋମବାର ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ବିଜ୍ଞାନରେ ୯୯ ହଜାର ଛାତ୍ରଭାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ଚଳିତ ବର୍ଷ ରେଜଲ୍ଟ ପ୍ରକାଶ ବିଳମ୍ବ ହେବା ନେଇ ବିଭିନ୍ନ ଅଭିଯୋଗ ମଧ୍ୟ ଆସିଥିଲା । କିନ୍ତୁ ଏବେ ପ୍ରତିକ୍ଷାର ଅନ୍ତ ଘଟିଛି । ଭୁବନେଶ୍ୱର ଗୀତାଗୋବିନ୍ଦ ଭବନରେ ରେଜଲ୍ଟ ପ୍ରକାଶ ପାଇବା ପରେ ଏହା ୱେବସାଇଟରେ ଉପଲବ୍ଧ ହେବ ।

LEAVE A REPLY

Please enter your comment!
Please enter your name here