ଜିଲ୍ଲା ଜଜ୍ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ସୁମିତ । ଡାକ୍ତର ସୁମିତ ସାହୁଙ୍କ ଓକିଲ ସୁରେନ୍ଦ୍ର ବେହେରା ଏହି ସୂଚନା ଦେଇଛନ୍ତି । ଜିଲ୍ଲା ଜଜ୍ କୋର୍ଟ ରାୟରେ ସେମାନେ ସନ୍ତୁଷ୍ଟ ନଥିବା କହିଛନ୍ତି ସୁମିତଙ୍କ ଓକିଲ ସୁରେନ୍ଦ ବେହେରା । ଜିଲ୍ଲା ଜଜ୍ କୋର୍ଟ ରାୟ ବିରୋଧରେ ଆମେ ହାଇକୋର୍ଟ ଯିବୁ ବୋଲି ସେ କହିଛନ୍ତି । ତେବେ ସୁମିତଙ୍କ ଘରେ ତପସ୍ୱିନୀ ରହିବାକୁ ଆଜି ରାୟ ଦେଇଥିଲେ ଜିଲ୍ଲା କୋର୍ଟ ।

LEAVE A REPLY

Please enter your comment!
Please enter your name here