ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ହାଜର ହେଲେ ଅନୁଭବ, ବର୍ଷା । ଅଦାଲତରେ ହାଜର ପରେ ନିଜ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍ । ଉଭୟ ବର୍ଷା ଓ ଅନୁଭବଙ୍କୁ ନିଜ ଭିତରେ ଆଲୋଚନା କରିବାକୁ ଚ୍ୟାମ୍ପରକୁ ପଠାଇଛନ୍ତି ଜଜ୍ । କୋର୍ଟରେ ନିଜର ଅନ୍ୟକାମ ସାରିଲେ ଆଲୋଚନା କରିବେ ଜଜ୍ ।

LEAVE A REPLY

Please enter your comment!
Please enter your name here