ରାଜଧାନୀରେ ପୁଣି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ତମାଣ୍ଡୋ ଥାନା କଳିଙ୍ଗନଗର ଅଞ୍ଚଳରେ ଡବଲ ମର୍ଡର ହୋଇଛି । ଘଟଣାସ୍ଥଳରେ ପହଁଞ୍ଚିଛି ତମାଣ୍ଡୋ ଥାନା ପୋଲିସ । ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ସୂଚନା ମିଳୁଛି । ଘଟଣାସ୍ଥଳରେ ଦୁଇଟି ମୃତଦେହ ପଡିଥିବାବେଳେ ଅଭିଯୁକ୍ତ ସ୍ୱାମୀ ଫେରାର ।

LEAVE A REPLY

Please enter your comment!
Please enter your name here