୧୫ରୁ ପୁଣି ବର୍ଷା ସମ୍ଭାବନା । ପୁଣି ଫେରିବ ପଶ୍ଚିମା ଝଡ । ୧୫ରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ଆକାଶ ମେଘୁଆ ରହିବ, ବର୍ଷା ହେବ , ତାପମାତ୍ରା କମିବ । ଆକଳନ କରାଯାଉଛି ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହିତ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୮ ଏବଂ ୧୯ ତାରିଖରେ ବର୍ଷାର ମାତ୍ରା ଅଧିକ ରହିବ । ଆଜିଠୁ ତାପମାତ୍ରା ବଢିବ । ୧୫ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଫଳରେ ପାଣିପାଗରେ ପରିବର୍ତ୍ତନ ହୋଇପାରେ ।

LEAVE A REPLY

Please enter your comment!
Please enter your name here