ପଞ୍ଚକରେ ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଆଜି ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । କାର୍ତ୍ତିମ ମାସ ଧର୍ମର ମାସ ହୋଇଥିବାରୁ ଦେବଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂର୍ଣ୍ଣ୍ୟ ମିଳିଥାଏ । ରାତି ୪ଟାରୁ ପହଡ ଖୋଲାଯାଇ ୧୦୮ କଳସ ସୁବାଷିତ ଜଳରେ ବାବାଙ୍କୁ ସ୍ନାନ କରାଯାଇଥିଲା ।
ଝୁଲାପୋଲ ମରାମତି ପାଇଁ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ଜାରି ହୋଇଛି ୧୪୪ ଧାରା । ଫଳରେ ଏଲଇଡି ସ୍କ୍ର୍ରିନ୍ ମାଧ୍ୟମରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର ।

LEAVE A REPLY

Please enter your comment!
Please enter your name here