ଭୁଲ୍ ହୋଇଗଲା I ନିଜ ଦୋଷ ସ୍ବୀକାର କଲା ଇରାନ I ଗତ ବୁଧବାର ଦିନ ଇରାନରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟୁକ୍ରେନ ଏୟାରଲାଇନ୍ସର ବିମାନ ଦୁର୍ଘଟଣା ଯାନ୍ତ୍ରିକ ତ୍ରୁଟି ଯୋଗୁ ନୁହେଁ, ବରଂ ଇରାକରେ ଥିବା ଆମେରିକା ଏୟାର୍ ବେସ୍ ଉପରେ ମିଜାଇଲ ଆକ୍ରମଣ କଲାବେଳେ ୟୁକ୍ରେନ ବିମାନ ଧ୍ବଂସ ହୋଇଯାଇଥିଲା I ଯେଉଁଥିରେ କ୍ରିଉ ମେମ୍ବର ସମେତ ସମସ୍ତ 176 ଯାତ୍ରୀ ପ୍ରାଣ ହରାଇଥିଲେ I ନିଜ ଦୋଷକୁ ସ୍ବୀକାର କରିବା ସହ ଇରାନ ରିପବ୍ଲିକ ରାଷ୍ଟ୍ରପତି ହସନ ରୁହାନୀ କହିଛନ୍ତି I ପ୍ରଥମେ ମିଜାଇଲ୍ ମାଡରେ ବିମାନ ଖସାଇବା ଘଟଣାକୁ ଇରାନ ଅସ୍ବୀକାର କରୁଥିବା ବେଳେ ଆମେରିକା ଏଜେନ୍ଏସି ଏହାକୁ ମିଜାଇଲ ଆକ୍ରମଣଜନିତ ବୋଲି କହିଥିଲା I

LEAVE A REPLY

Please enter your comment!
Please enter your name here