ମେ ୩-୨୦୧୯ । ସାମୁଦ୍ରିକ ଝଡ ଫନି ଓଡିଶା ଉପକୂଳରେ ତାଣ୍ଡବ ରଚିଲା । ପୁରୀ, ଭୁବନେଶ୍ୱର ସମେତ ଉପକୁଳବର୍ତ୍ତୀ ଜିଲ୍ଲା ଗୁଡିକୁ ଛାରଖାର କରିଦେଲା । ଲକ୍ଷ ଲକ୍ଷ ଗଛ ଉପୁଡି ପଡିଲା, ଘର ଭାଙ୍ଗିଗଲା । ହଜାର ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଗଲା । ତେବେ ଫନି ଯିବାପରେ ବାତ୍ୟା ବିଧ୍ୱସଂ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ମାତ୍ର ଫନି ତାଣ୍ଡବ ଲୀଳା ସମୟର ଏମିତି କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି, ଯାହାକୁ ଦେଖିଲେ ଏବେ ବି ଭୟର ଶିହରଣ ଖେଳିଯାଉଛି ।

LEAVE A REPLY

Please enter your comment!
Please enter your name here