ଜେଡିୟୁରେ ସାମିଲ ହେଲେ ପ୍ରଶାନ୍ତ କିଶୋର । ଏନେଇ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଗତ କିଛି ଦିନ ହେଲା ଚର୍ଚ୍ଚା ଲାଗି ରହିଥିଲା ଯେ, ଆଗାମୀ ଲୋକସଭା ନିର୍ବାଚନ ନେଇ ଜେଡିୟୁର କାର୍ଯ୍ୟକାରିଣୀ ବୈଠକରେ ପ୍ରଶାନ୍ତ କିଶୋର ସାମିଲ ହେବେ । ତେବେ ବିଧିବଦ୍ଧ ଭାବେ ସେ ଜେଡିୟୁରେ ସାମିଲ ହୋଇଛନ୍ତି । ତେବେ ଜେଡିୟୁରେ ଏବେ ପ୍ରଶାନ୍ତ କିଶୋରଙ୍କ ସାମିଲ ହେବା ଦଳ ପାଇଁ ଏକ ବଡ ଫାଇଦା ବୋଲି ବିଚାର କରାଯାଉଛି ।

LEAVE A REPLY

Please enter your comment!
Please enter your name here