ଖଗେଶ୍ୱରଙ୍କୁ ମିଳିଲା ବିଜେଡି ବାଇକ I ନବୀନ ପଟନାୟକଙ୍କ ଫ୍ୟାନ ଖଗେଶ୍ୱରଙ୍କୁ ଆପଣ ରାଜଧାନୀ ରାସ୍ତାରେ, ଛକରେ ଦେଖିଥିବେ I ସବୁବେଳେ ବିଜେଡି ପତାକାରେ ରଙ୍ଗୀନ ଥିବ ତାଙ୍କ ଶରୀର I ଆଉ ବିଜେଡି ପତାକା ଲହରେଇ ଲହରେଇ ଚାଲିଥିବେ, ଗାଉଥିବେ ହେ ନବୀନ, ଆମେ ତୁମ ଫ୍ୟାନ I ନବୀନଙ୍କ ଏହି ଫ୍ୟାନ ଖଗେଶ୍ୱରଙ୍କୁ ଆଜି ପ୍ରଣବ ପ୍ରକାଶ ଦାସ ତାଙ୍କ ଜନ୍ମଦିନରେ ଏକ ବାଇକ ଉପହାର ଦେଇଛନ୍ତି I

LEAVE A REPLY

Please enter your comment!
Please enter your name here