କିଏ ହେବେ ପାଟକୁରାବାସୀଙ୍କ ପ୍ରତିନିଧି. ବିଜୟ ମହାପାତ୍ର ନା ସାବିତ୍ରୀ ଅଗ୍ରଓାଲ. ଦ୍ବାଦଶ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ  ଠାରୁ 16 ହଜାର 144 ଭୋଟରେ ଆଗରେ ରହିଛନ୍ତି. ସାବିତ୍ରୀଙ୍କୁ 69 ହଜାର 696 ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ 53 ହଜାର 552 ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କୁ 1693 ଖଣ୍ଡ ଭୋଟ ମିଳିଛି ।

LEAVE A REPLY

Please enter your comment!
Please enter your name here