ଶେଷରେ କଣ୍ଟାଟକରେ ସ୍ୱାମୀ ସରକାରର ପତନ ଘଟିଛି । ଆଜି ଆସ୍ଥା ଭୋଟରେ ହାରିଛନ୍ତି ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀ । ସପକ୍ଷରେ ୯୯ଟି ଭୋଟ ମିଳିଥିବାବେଳେ ୧୦୫ ଜଣ ସ୍ୱାମୀ ସରକାରଙ୍କ ବିପକ୍ଷରେ ଭୋଟ ଦେଇଥିଲେ । ଆସ୍ଥା ଭୋଟ ସହ ଗତ ୧୪ ମାସ ଧରି କର୍ଣ୍ଣାଟକରେ ଚାଲିଥିବା ସ୍ୱାମୀ ସରକାରର ପତନ ଘଟିଛି । ଏନେଇ ଘୋଷଣା କରିଛନ୍ତି ବାଚସ୍ପତି ।

LEAVE A REPLY

Please enter your comment!
Please enter your name here