ବିରାଟ କୋହଲୀ ଆଇସିସି ଆୱାର୍ଡସ-2018ରେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଆଇସିସି ଆୱାର୍ଡସର ତିନୋଟି ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି. ନିଜର ଦକ୍ଷତା ଓ ଉତ୍ତମ ଅଧିନାୟକତ୍ୱରେ ଭାରତୀୟ ଟିମ୍ ସବୁ ମ୍ୟାଚରେ ଭଲ ପ୍ରଦର୍ଶନ କରିଛି. ଟେଷ୍ଟ ମ୍ୟାଚ ଓ ଦିନିକିଆ ମ୍ୟାଚ ସହ ସମସ୍ତ ମ୍ୟାଚରେ ଉତ୍ତମ କ୍ରୀଡା ପ୍ରଦର୍ଶନ କରିଛନ୍ତି ବିରାଟ. ଯେଉଁଥିପାଇଁ ବିରାଟଙ୍କୁ  ICC Men’s Cricketer of the Year 2018, ICC Men’s Test Cricketer of the Year ଓ ICC Men’s ODI Cricketer of the Yearର ବିଜେତା ଭାବେ ଘୋଷଣା କରାଯାଇଛି. ଏହାସହ କୋହଲୀ ଭଲ ହ୍ୟାଟ୍ରିକ ମଧ୍ୟ ମାରିଛନ୍ତି.

LEAVE A REPLY

Please enter your comment!
Please enter your name here